ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମର ପାର୍ଥନା

Jay Jagannath

 


ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆମେ ଆମର ପାର୍ଥନା ଅର୍ପଣ କରି ଆମର ଏହି ସେବା ଆରମ୍ଭ କରିବାକୁ ଯାଉଛୁ , ଆମେ ବହୁତ ଆଶା ସହ ଆମ ଓଡିଶା ର ପ୍ରତ୍ୟକ ଭାଇ ଏବଂ ଭଉଣୀ ମାନଙ୍କ ପାଇଁ କିଛି ସେବା ଆରମ୍ବ କରିବାକୁ ଆଗେଇ ଆସିଛୁ ଜାଣିନୁ ତାହା କେତେ ସଫଳ ହେବ ତା ପରେ ଯଦି ମୋ ଓଡିଶା ର ପ୍ରତ୍ୟକ ଭାଇ ଭଉଣୀ ଆମକୁ ସାହାଯ୍ୟ କରିବା ହେବେ ଏବଂ ମହାପ୍ରଭୁ ଜଗନ୍ନାଥ ଆମକୁ ସାହା ହେବେ ତାହାହେଲେ ଆମେ ଆପଙ୍କ ମାନଙ୍କ ପାଇଁ ସବୁ ସେବା ଆଣିବା ପାଇଁ ସମର୍ଥ ହେବୁ, ଆମେ ଆମର ପୁରା ଚେଷ୍ଟା ସହ ଆପଣ ମାନଙ୍କ  ସହିତ ସବୁ ସମୟରେ ରହିବୁ ଜଣେ ଭାଇ,ବନ୍ଧୁ ଏବଂ ସହକର୍ମୀ ସଦୁର୍ଷ ଆମେ ଏଠାରେ ଓଡିଶା ର ପ୍ରତ୍ୟକ ଛୋଟ ବଡ ଜଣା ଅଜଣା ଖବର ଏବଂ ତାହାର ବ୍ୟବହାର ଆପଣଙ୍କୁ ଏଠାରେ ଜଣାଇବୁ , ଆଉ ଆଶା କରୁ ଆପଣ ସବୁବେଳେ ଆପଣ ଆମ ମାନଙ୍କ ସହ ରହି ପ୍ରୋସ୍ଛାହନ ପ୍ରଦାନ କରିବା ହେବେ ।

ଯଦି ଅପଙ୍କ କୌଣସି ବି online service ବ୍ୟବହାର କରିବା କୌଣସି ବି ସମସ୍ୟା ଦେଖନ୍ତି ଆମକୁ comment କରନ୍ତୁ ଆମେ ଆପଣଙ୍କୁ ସାହାଯ୍ୟ କରିବୁ ଆମ ଏହି ସାଇଟ ରେ post କରିବୁ ।

Share This :

Related Post

ନିଜର ବହୁମୁଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ଯାହାଦ୍ଵାରା ଆମେ ଆମ ସେବାକୁ ଉନ୍ନର୍ତ କରିବାକୁ ଚେଷ୍ଟା କରିବୁ !

sentiment_satisfied Emoticon