Income Tax Slab & Rate for FY 2018-19, 17-18 & 16-17 in Odia Language

Income Tax Slabs Rates for FY 2018-19 (AY 2019-20)

 ଆସନ୍ତୁ ଜାଣିବା କିଛି ଜାଣିବା କଥା ଯାହା ଆମ ସମସ୍ତେ ଅଳପ ବହୁତ କରି ଜାଣିଛନ୍ତି ଆଉ ଯେଉଁମାନେ ଜାଣିନାହାନ୍ତି, ଆମେ ସମସ୍ତେ ଶୁଣିବାକୁ ପାଉ କି ତାକୁ ଏତିକ ଟଙ୍କା income tax ଲାଗିଲା କିନ୍ତୁ ଆମେ ଜାଣନ୍ତିନୀ କି କେତେ ଟଙ୍କା ଆଉ କଣ ପାଇଁ ଲାଗିଲା, କିନ୍ତୁ ଏହାକୁ ଜାଣିବା କଥା ଚାଲନ୍ତୁ ଦେଖିବା କେତେ ଟଙ୍କା ଆଉ କିପରି ।
ଏହା ଏକ tax ଯାହା ଆମେ ଆମ ସରକାର ଙ୍କୁ ଦେଇ ଥାଉ ଏହି tax ଆମେ ଆମ ର ଆୟ ଉପରେ ଦେଇ ଥାଉ ଯାହାକି ଆୟକର ବିଭାଗ ଦ୍ଵାରା ନିଆ ଯାଇଥାଏ 

Income Tax Slabs Rates for FY 2018-19 in Odia

  • ଯେଉଁ ମାନଙ୍କର ବାର୍ଷିକ ଆୟ ୨.୫ ଲକ୍ଷ୍ୟ ରୁ କମ ହୋଇ ଥାଏ ସେମାନଙ୍କୁ ଟାକ୍ସ ଦେବାକୁ ପଡେନାହିଁ ।
  • ଯେଉଁ ମାନଙ୍କର ବାର୍ଷିକ ଆୟ ୨.୫ ଲକ୍ଷ୍ୟ ରୁ ଅଧିକ ଏବଂ ୫ ଲକ୍ଷ୍ୟ ପର୍ଯ୍ୟନ୍ତ ହୋଇଥାଏ ସେମାନଙ୍କୁ ୫% ଦେବାକୁ ପଡିଥାଏ ।
  • ଯେଉଁ ମାନଙ୍କର ବାର୍ଷିକ ଆୟ ୫ ଲକ୍ଷ୍ୟ ରୁ ଅଧିକ ଏବଂ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ହୋଇଥାଏ ସେମାନଙ୍କୁ ୨୦% ଦେବାକୁ ପଡିଥାଏ।
  • ଯେଉଁ ମାନଙ୍କର ବାର୍ଷିକ ଆୟ ୧୦ ଲକ୍ଷ୍ୟ ରୁ ଅଧିକ ହୋଇଥାଏ ସେମାନଙ୍କୁ ୩୦% ଦେବାକୁ ପଡିଥାଏ।
  • ଆପଣ ନିଜ tax ରୁ ୧.୫ ଲକ୍ଷ୍ୟ income tax section 80c ରେ Investments ବଞ୍ଚାଇ ପାରିବେ ।
Individuals & HUF (Age <60 years)


Income Tax Slab Rates for 2017-18 & 2018-19
For Male & Female Individuals below 60  years
Income Tax Slabs
Income Tax Rates
Below 2,5.000
NIL
2,50,000 to 5,00,000
5%
5,00,000 to 10,00,000
20%
Above 10,00,000
30%
 
Senior Citizens (Age: 60-80 yrs)

For all Senior Citizen above 60 years
Income Tax Slabs
Income Tax Rates
Below 3,00,000
NIL
3,00,000 to 5,00,000
5%
5,00,000 to 10,00,000
20%
Above 10,00,000
30%
 
 
Senior Citizens (Age > 80 yrs)

For all senior citizen above 80 years
Income Tax Slabs
Income Tax Rates
Below 5,00,000
NIL
5,00,000 to 10,00,000
20%
Above 10,00,000
30%
  
moutkal.blogspot.com Jay Jagannath
This Article for : income tax slab,income tax slab 2018-19,income tax calculator for ay 2018-19,income tax calculator ay 2017-18,income tax calculation sheet,income tax slab rate in odia,
Share This :

Related Post

ନିଜର ବହୁମୁଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ଯାହାଦ୍ଵାରା ଆମେ ଆମ ସେବାକୁ ଉନ୍ନର୍ତ କରିବାକୁ ଚେଷ୍ଟା କରିବୁ !

sentiment_satisfied Emoticon